×
Login

ମାଳିସାହି ପଞ୍ଛାୟତ ରେ ବିଜେଡିର ୨୫ ବର୍ଷ ପୂର୍ତ୍ତ ଉପଲକ୍ଷେ ଜିବନବିନ୍ଦୁ କାର୍ଯ୍ୟକର୍ମ ଅନୁଷ୍ଠିତ ।.

230 Views 0 Comments | - By Black Cat News - 13 August, 2022

mediafile1660377380.jpg

ନୟାଗଡ-: ନୟାଗଡ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମାଳିସାହି ପଞ୍ଛାୟତ କର୍ୟାଳୟ ରେ ଆଜି ବିଜେଡିର ୨୫ ବର୍ଷ ପୂର୍ତ୍ତ ଉପଲଖେ ବିଜୁ ଯୁବଛାତ୍ର ଜନତା ଦଳ ତରଫରୁ ଜିବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ! ଏଥିରେ ମୁଖ୍ୟ୍ ଅତିଥିଭାବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର୍ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା  ଉପସ୍ତିତ ରହି କର୍ଜ୍ୟକର୍ମ କୁ ଉଦ୍ଘାଟନ କରିଥିଲେ !

 ଏବଂ ସମ୍ମାନିତ ଅତିଥି ଭାବେ ନୟାଗଡ ୧୭ ନଂ ଜୋନ୍ ର୍ ଜିଲା ପରିସଦ ପ୍ରତିମା ଦଳବେହେରା ଓ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ସଙ୍କର୍ସଣ ବେହେରା ଓ ଉପାଧ୍ୟକ୍ଷ ପର୍ସୁରାମ ସ୍ଵାଇ ମାଳିସାହି ସରପଞ୍ଚ ସମିତା ପ୍ରଧାନ ଓ ସମିତି ସଭ୍ୟା ରସ୍ମିଲତା ସାହୁ ଢେଙ୍କଣା ବିଜୁ ଜନତା ଦଳ ସଭାପତି ଓ ଚାହାଳି ବିଜୁ ଜନତା ଦଳ ସଭାପତି ଉପସ୍ତିତ ରହି ଯୁବକ ଙ୍କୁ ଉସ୍ଛହିତ କରିଥିଲେ


DIPAK KUMAR SAHOO's Report
BlackCatNews, Nayagarh

#

Also Read

×