×
Login

୬୭ ବର୍ଷରେ ବୟସ ଈହଲୋକରେ ବର୍ଷିଆନ ଅଭିନେତା ମିଥିଲେଶ ଚତୁର୍ବେଦୀ।.

186 Views 0 Comments | - By Black Cat News - 4 August, 2022

mediafile1659610763.jpeg

ପରଲୋକରେ ବର୍ଷିଆନ ଅଭିନେତା ମିଥିଲେଶ ଚତୁର୍ବେଦୀ।ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।ହୃଦଘାତ ଜନିତ ଅସୁସ୍ଥତା ହେତୁ ଲକ୍ଷ୍ନୌରେ ସେ ଶେଷ ନିଶ୍ୱାସ ତ୍ୟାଗକଲେ । ମିଥିଲେଶ ଅନେକ ବଲିଉଡ୍ ଫିଲ୍ମରେ ପ୍ରସିଦ୍ଧ ଅଭିନେତାମାନଙ୍କ ସହ କାମ କରିଥିଲେ। ସେ ଫିଜା, କୋଇ ମିଲ ଗୟା, ସତ୍ୟା, ଗଦର: ଏକ ପ୍ରେମ କଥା, ବଣ୍ଟି ଅର ବବଲି, କୃଷ୍ଣ, ତାଲ, ମୋହଲ୍ଲା ଅସୀ ଏବଂ ରେଡି ଭଳି ଫିଲ୍ମରେ ଅଭିନୟ କରିଥିଲେ।

SWADHIN MOHAN MOHAPATRA's Report
BlackCatNews, Cuttack

#

Also Read

×