×
Login

ମୃତ୍ୟୁ ସହ ଭେଟଘାଟ୍, ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ଭାଇରାଲ୍। .

126 Views 0 Comments | - By Black Cat News - 15 February, 2022

mediafile1644908247.png

ଏହି ଭିଡ଼ିଓଟି ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ସ୍ଥାନ ଜଣାପଡ଼ି ନ ଥିଲେ ହେଁ ଏହା ପ୍ରତ୍ୟେକ ଅମାନିଆ ଲୋକଙ୍କୁ ସତର୍କ କରାଇବାକୁ ଯଥେଷ୍ଟ। ଦେଖନ୍ତୁ ଟ୍ରେନ୍ ଆସୁଥିବାର ଜାଣି ମଧ୍ୟ ଉକ୍ତ ସ୍କୁଟି ଚାଳକ କିପରି ଅମାନିଆ ଢଙ୍ଗରେ ରେଳ ଧାରଣା ପାର କରିବାକୁ ଯାଇ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ତାଙ୍କ ସ୍କୁଟି ଚୂର୍ମାର୍ ହୋଇ ଯାଇଛି।

KHALANANDA SHARMA's Report
BlackCatNews, Keonjhar


Also Read
Related News


mediafile1656280292.jpeg
ମାଲକାନଗିରି: ଜିଲ୍ଲା ସ୍ତରୀୟ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ।
27 June, 2022
mediafile1656194738.jpeg
ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ।
26 June, 2022
mediafile1655709182.jpg
ଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ।
20 June, 2022
mediafile1655239631.jpg
ମାଲକାନଗିରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାରେ ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ ।
15 June, 2022
mediafile1655076597.jpeg
ମାଲକାନଗିରି: ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।
13 June, 2022
mediafile1654893970.jpeg
ଓଡିଶା ୟୁନିସେଫ ପକ୍ଷରୁ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ ।
11 June, 2022

×