ବ୍ରହ୍ମଗିରି ଅଞ୍ଚଳରେ କଙ୍ଗାରୁ କୋର୍ଟ।.
90 Views 0 Comments | - By Black Cat News - 1 June, 2023

ପୁରୀଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର କଙ୍କଡାଦୀପ ଗାଁରେ ଠାକୁରଙ୍କ ସେଵା କରୁଥିବା ସେବାୟତ ପରିବାର ଙ୍କୁ କଙ୍ଗାରୁ କୋର୍ଟ ନିଆଁ ପାଣି ବାସନ୍ଦ କରାଯିବା ସହିତ ଗାଁରୁ କାଢିଦିଆଯାଇଛି । ସେବକ ପରିବାର ନ୍ୟାୟ ପାଇବା ଆଶାରେ ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଆସି ଧାରଣାରେ ଠିଆ ହୋଇଛନ୍ତି । ଆଗକୁ ଏହାର ପ୍ରତିକାର କରାନଗଲେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବସିରହିବୁ ବୋଲି ଗଣମାଧ୍ୟମ ଆଗରେ କହିଥିଲେ ।
Ramesha Chandra Sahoo's Report
BlackCatNews, Puri