ଲେଡି କନେଷ୍ଟବଳଙ୍କ ଦବଙ୍ଗଗିରି, ତାଙ୍କୁ ତୁରନ୍ତ ବରଖାସ୍ତ ପାଇଁ ରାଜ୍ୟର ସବୁ ଥାନା ଜରିଆରେ S.P ଙ୍କୁ ଦାବିପତ୍ର..
317 Views 0 Comments | - By Black Cat News - 24 July, 2021

ସାମ୍ବାଦିକଙ୍କ ଉପରେ ପୋଲିସର ଆକ୍ରମଣ ପ୍ରତିବାଦରେ ଆଜି ରାଜ୍ୟବ୍ୟାପି ସବୁ ଥାନା ମାଧ୍ୟମରେ S.P ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି. ଆଜି ସେହିଭଳି ଆଳି ପ୍ରେସ କ୍ଲବର ସଭାପତି ବନମାଳୀ ସେନାପତିଙ୍କ ଆହ୍ୱାନରେ ସମସ୍ତ ସାମ୍ବାଦିକ ବନ୍ଧୁମାନେ ଆଳି ଥାନାରେ ପହଂଚି ଆଳି ଥାନା ଅଧିକାରୀ ସଲିଳ ପ୍ରଧାନଙ୍କ ଜରିଆରେ S.P ଙ୍କୁ ଦାବିପତ୍ର ଦିଆଗଲା. ଏଥିରେ ଆଳି ପ୍ରେସ କ୍ଳବର ସଦସ୍ୟ ସ୍ନେହଜିତ ପଲାଇ, ବିଜୟ ରାୟ,ଅଶ୍ୱିନୀ ସାହୁ, ଶଶୀ ବିଶ୍ୱାଳ, ପ୍ରଭୂ କଲ୍ୟାଣ ସେନାପତି, ଅଭୟ ସୁତାର, ଜୟନ୍ତ ପାତ୍ର ଉପସ୍ଥିତ ଥିଲେ.
BIBHUPRASAD MOHANTY's Report
BlackCatNews, Kendrapara