ବାଇକ୍ କୁ ବାଇକ୍ ଧକାରେ ୪ ଜଣ ଗୁରୁତ୍ବର ।।.
94 Views 0 Comments | - By Black Cat News - 16 August, 2023

କନ୍ଧମାଳ ଜିଲ୍ଲା ଟିକାବାଲି ଇଲେଷ୍ଟ୍ରୀ ଅଫିସ୍ ସମ୍ମୁଖରେ ବାଇକ୍ କୁ ବାଇକ୍ ଧକ୍କା ହେବାରୁ ଶିସୁ ସମେତ ୪ ଜଣ ଗୁରୁତ୍ବର ହୋଇଥିବା ଜଣାପଡିଛି। ପ୍ରକାଶ ଥାଉକି ତେଙ୍ଗେଡାପଥର ପଟୁ ଆସୁଥିବା ଦୃତ ଗତିରେ ବାଇକ୍ କୁ ବାଇକ୍ ଧୋକା ହେବା ଫଳରେ ଅଚାତା ଅବସ୍ଥାରେ ପଡିଥିବା ଦେଖ ସ୍ଥାନିୟ ଲୋକ ପ୍ରଥମେ ଅଗ୍ନିଶମ ଏବଂ ଟିକାବାଲି ହୁମାନିଟି ଶଦସ୍ୟ ହିର ନାୟକ, ନିଳମାଧବ ପାତ୍ର ଙ୍କୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳେ ପହଞ୍ଚି ଉଧାରକରି ପ୍ରଥମେ ଟିକାବାଲି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ । ଘଟଣା ସ୍ଥଳରେ ତାଙ୍କର ଦେହ ବହୁତ ଅସୁସ୍ଥତା ହେବାପରେ ୪ ଯୋଣକୁ ଫୁଲବାଣି ମୂଖ୍ୟ ଚିକିତ୍ସା ଳୟକୁ ସ୍ଥାନାନ୍ତ୍ରର କରିଥିବା ଯୋଣାପଡିଛି। ଦୃଘଟଣା ହୋଇଥିବା ବ୍ୟକ୍ତି ମାନେହେଲେ ଟିକାବାଲି ଅନ୍ତର୍ଗତ ବେହେରା ଗାଁର ରୁପେସ୍ ଦିଗାଲ, ବର୍ଷ ( ୪୦) ମାଁ ନର୍ମଦା ଦିଗାଳ( ୬୦) ବର୍ଷ ଏବଂ ଟିକାବାଲି ମେଡିକା ଛକର ରମେଶ ଚନ୍ଦ୍ର ପୃଷ୍ଟି, (୪୦) ବର୍ଷ ଓ ତାଙ୍କର ସାନପୁଅ ଆରୁସ୍ ପୃଷ୍ଟିବଲି ଯୋଣାପଡୁ ଥିବାବେଳେ ଏହାର ତଦନ୍ତ କରୁଛି ପଲି ।।
Ramesh Kumar Panda's Report
BlackCatNews, Kandhamal