ବାଲେଶ୍ଵର ଜିଲ୍ଲାର ନୂତନ ଜିଲ୍ଲାପାଳ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା। .
14 Views 0 Comments | - By Black Cat News - 21 June, 2022

ବାଲେଶ୍ଵର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦର୍ତ୍ତାତ୍ରୟ ଭାଉସାହେବ ସିଦ୍ଧେ ତାଙ୍କୁ ଆଜି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଭେଟି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଓ ବାଲେଶ୍ଵର ବିଷୟରେ କିଛି ସୂଚନା ଦେଇଥିଲେ ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି ସହ ସମସ୍ତ ବିଭାଗ ସହ ସମ ସଂପର୍କ ରଖି ଜିଲ୍ଲା ର ଉନ୍ନତି ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଜିଲ୍ଲା ବାସୀ କିପରି ମୈଳିକ ସୁବିଧା ଓ ସରକାରୀ ସୁବିଧା ସବୁ ପାଇ ପାରିବେ ବୋଲି ସମସ୍ତ ଙ୍କ ମନରେ ଅତୁଟ ଆଶା ଓ ଭରସା ଅଛି ।
Debasish Dash's Report
BlackCatNews, Balasore