×
Login

ବାଲିଝରୀ ଯୁବକ ମାନଙ୍କ ସହଯୋଗରେ ଚଳିତ ବର୍ଷ ପୁଣି ପାଳିତ ହେଉଛି l.

268 Views 0 Comments | - By Black Cat News - 12 July, 2022

mediafile1657571074.jpeg

ବାଲିଝରୀରେ ନୂତନ ଭାବେ ଅନୁଷ୍ଠିତ ରଥଯାତ୍ରା ବାଲିଝରୀ ଯୁବକ ମାନଙ୍କ ସହଯୋଗରେ ଚଳିତ ବର୍ଷ ପୁଣି ପାଳିତ ହେଉଛି l ସୁନାବେଶ ଏକାଦଶୀ ଉପଲକ୍ଷେ ଗାଁ ସଭାପତି ଶ୍ରୀ ବଳଭଦ୍ର କଟିକିଆଙ୍କ ସଭାପତିତ୍ୱରେ ମୁଁ,କଟକ ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ମିଶ୍ର, ନରସିଂହପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ଜେନା ଏଥିରେ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରଖିଥିଲୁ l


ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ସଂଯୋଜକ ଲୁଲୁ, ପୂର୍ବ ସମିତି ସଭ୍ୟ ଜୟ ନାୟକ, ବର୍ତ୍ତମାନ ସମିତି ସଭ୍ୟ ଶ୍ରୀ ମହେଶ ସେଠୀ, ଶ୍ରୀ ନରେନ୍ଦ୍ର ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ l ଉଦୀୟମାନ ଶିଳ୍ପୀ ଓ ଯୁବ ଉଦ୍ୟୋକ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l କାନପୁର ଶ୍ରୀ ଜଗନ୍ନାଥ ମନ୍ଦିର ପାଖରେ ଶ୍ରୀ କିଶୋର ମିଶ୍ର ଅତିଥି ରୂପେ ଯୋଗଦେଇଥିଲେ l

Litun Baral's Report
BlackCatNews, Cuttack


Also Read

×