×
Login

ପୁଲିସକୁ ଆକ୍ରମଣ କରିବା ଘଟଣା ଡ୍ରାଇଭର ମାନଙ୍କୁ ମହଙ୍ଗା ପଡ଼ିଲା ।। .

47 Views 0 Comments | - By Black Cat News - 18 March, 2023

mediafile1679081630.jpeg

ପୁଲିସକୁ ଆକ୍ରମଣ କରିବା ଘଟଣା ଡ୍ରାଇଭର ମାନଙ୍କୁ ମହଙ୍ଗା ପଡ଼ିଲା । ବୈଦ୍ୟନାଥପୁର ଥାନାରେ 15ରୁ ଉର୍ଦ୍ଧ ଡ୍ରାଇଭରକୁ ଅଟକ ରଖିଛି ପୁଲିସ। ଅନ୍ଧାରର ସୁଯୋଗ ନେଇ ଡ୍ରାଇଭରମାନେ ଯେଉଁ ଭଳି ଭାବେ ପୁଲିସକୁ ଆକ୍ରମଣ କରିଛନ୍ତି । ତାହାକୁ ବିଭିନ୍ନ ମହଲରେ ଦୃଢ ନିନ୍ଦା କରାଯାଇଛି । ଅନ୍ୟପଟେ ଡ଼୍ରାଇଭର ମାନଙ୍କ ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗତକାଲି ବ୍ରହ୍ମପୁର ଏସପିଙ୍କୁ ଦାବି ପତ୍ର ପ୍ରଦାନ କରିଛି ଓଡ଼ିଶା ମଟର ଚାଳକ ସଂଘ।

Sandesh Kumar Sahu's Report
BlackCatNews, Ganjam


Also Read

×