×
Login

ଶହ ଶହ ଲୋକଙ୍କୁ ମହା ବିପଦ ପୂର୍ଣ୍ଣ ଜାଗାରୁ ଉଦ୍ଧାର କରି ପୁଣି ଚର୍ଚ୍ଚା ରେ ହରେକୃଷ୍ଣ ରାଉତ ।.

131 Views 0 Comments | - By Black Cat News - 21 July, 2022

mediafile1658352996.jpeg

ଶହ ଶହ ଲୋକଙ୍କୁ ମହା ବିପଦ ପୂର୍ଣ୍ଣ ଜାଗାରୁ ଉଦ୍ଧାର କରି, ପୁଣି ଚର୍ଚ୍ଚା ରେ ସମାଜସେବୀ ତଥା ସାପ ଧରାଳି ହେରେକୃଷ୍ଣ ରାଉତ,ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ନୀଳଗିରି ବସ ଷ୍ଟାଣ୍ଡ ରେ, ପ୍ରତିଦିନ ଅଞ୍ଚଳ ରୁ ଶହ ଶହ ଯାତ୍ରୀ ବସ ଅପେକ୍ଷା ରେ ବସା ଉଠା କରିଥାନ୍ତି, ହେଲେ ଆଜି ସେଠାରେ ଲୋକମାନେ, ବସ ଅପେକ୍ଷା ରେ ବସିଥିବା ବେଳେ, ହଠାତ ସାପ ଗର୍ଜନ ଶୁଣି ଭୟରେ ଆତଙ୍କିତ ହୋଇ ପଢିଥିଲେ, ଏକ ବିଷଧର ତମ୍ପ ସାପ ଛୁଆ, ଏକ ଫୁଟ ଲମ୍ବ ବିଶିଷ୍ଟ ଫୋଟା କାନ୍ଥ ଭିତରେ ପଶି ଗର୍ଜନ କରୁଥିଲା,ସାପ ଧରାଳି ହରେକୃଷ୍ଣ ରାଉତ ସାପ ଟିକୁ ଉଦ୍ଧାର କରି, ସ୍ଥାନୀୟ ଜଙ୍ଗଲ ରେ ଛାଡିଦେଇଥିଲେ, କ୍ରମାଗତ ଲଗାତାର ବର୍ଷା ଯୋଗୁଁ ସ୍ଥାନୀୟ ପାହାଡ଼ ରୁ ସାପ ଟି ଖସି ଆସିଅଛି ବୋଲି ସାଧାରଣ ରେ କୁହାଯିବା ଶହ.ତେଣୁ ଜନ ସାଧାରଣ ମାନଂକୁ ସାପ ପ୍ରତି ସତର୍କ ରହିବାକୁ ଚେତାବନୀ ।

Debasish Dash's Report
BlackCatNews, Balasore


Also Read

×