×
Login

ଅପରାଧଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ ,୪ଜୁଆଡ଼ି ଗିରଫ ।।.

266 Views 0 Comments | - By Black Cat News - 8 August, 2023

mediafile1691445694.jpg

ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଚଣ୍ଡି ମନ୍ଦିର ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଗୋପାଳପୁର ଥାନା ପୁଲିସ ଚଢାଉ କରି ୪ଜଣ ଜୁଆଡ଼ିଙ୍କୁ କାବୁ କରିଛି । ସେମାନେ ହେଲେ ସନ୍ତୋଷ ନାହାକ, ବାଳକୃଷ୍ଣ ସାହୁ,ବି.ଉମା ଶଙ୍କର ରେଡ୍ଡୀ ଓ ନାଗେସ ରେଡ୍ଡୀ । ଜୁଆ ଆଡ୍ଡାରୁ ପୁଲିସ ୪ଟି ମୋବାଇଲ,୧୦ ହଜାର ୫୦୦ ଟଙ୍କା ସହ ୨ଟି ତାସ କାଟା,୧ଟି ପାଲ ଜବତ କରିଥିବା ଜଣାପଡ଼ିଛି । ଗୋପାଳପୁର ଥାନା ଅଧିକାରୀ ଭାବେ ବିବେକାନନ୍ଦ ସ୍ବାଇଁ ନୂତନ ଦାୟିତ୍ଵ ଗ୍ରହଣ କରିବା ପରେ ଅଞ୍ଚଳରେ କଡାକଡି ପେଟ୍ରୋଲିଂ କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Sandesh Kumar Sahu's Report
BlackCatNews, Ganjam


Also Read

×