×
Login

ଭଟ୍ଟାରିକା ପୀଠ ଠାରେ ଥିଏଟର ନାଟକ "ଅବାସ୍ତବ ଗଳ୍ପ " ପରିବେଷଣ ଉଦଘାଟନ।.

27 Views 0 Comments | - By Black Cat News - 23 June, 2022

mediafile1655939228.jpeg

ଭଟ୍ଟାରିକା ପୀଠ ଠାରେ ଶାଶଙ୍ଗ - ଓଗାଳପୁର ତଥା ଭଟ୍ଟାରିକା ପଞ୍ଚାୟତର ଯୁବକ ମାନଙ୍କ ମିଳିତ ଉଦ୍ୟମରେ ସ୍ଥାନୀୟ ସରପଞ୍ଚ ଶ୍ରୀ ବାପୁ ପୁହାଣ, ପ୍ରାକ୍ତନ କଳାକାରଙ୍କ ସଂଯୋଜନାରେ ବଡମ୍ବା ବ୍ଲକ ଅଧ୍ୟକ୍ଷ ଶ୍ରୀ ରଘୁପତି ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରବୀନ୍ଦ୍ର ସାହୁ, ସର୍ବଶ୍ରୀ ଭ୍ରମରବର ନାୟକ, ସନାତନ ବେହେରା, କାର୍ତ୍ତିକ ପୁହାଣ, ଗୋଲକ ସାହୁ, ଟିମ ମହାନ୍ତି, ଆନନ୍ଦ ରାଉତ, ସୁଧାକର ବେହେରା, ସତ୍ୟବାନ ରଣା, ମାୟାଧର ଗୋଛି, କାଳନ୍ଦୀ ମିଶ୍ର, ରଜନୀ ବଳବନ୍ତରାୟ ପ୍ରମୁଖଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଏଟର ନାଟକ " ଅବାସ୍ତବ ଗଳ୍ପ " ପରିବେଷଣକୁ ଉଦଘାଟନ କରିଥିଲେ।

Litun Baral's Report
BlackCatNews, Cuttack


Also Read
Related News


mediafile1656280292.jpeg
ମାଲକାନଗିରି: ଜିଲ୍ଲା ସ୍ତରୀୟ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ।
27 June, 2022
mediafile1656194738.jpeg
ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ।
26 June, 2022
mediafile1655709182.jpg
ଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ।
20 June, 2022
mediafile1655239631.jpg
ମାଲକାନଗିରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାରେ ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ ।
15 June, 2022
mediafile1655076597.jpeg
ମାଲକାନଗିରି: ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।
13 June, 2022
mediafile1654893970.jpeg
ଓଡିଶା ୟୁନିସେଫ ପକ୍ଷରୁ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ ।
11 June, 2022

×