×
Login

ତେଲ ପ୍ୟାକେଟ୍‌ରେ ଧୋକା ଓ ହାଇକୋର୍ଟ ଯିବ ଓଡ଼ିଶା ବ୍ୟବସାୟୀ ମହାସଂଘ l .

51 Views 0 Comments | - By Black Cat News - 15 November, 2023

mediafile1700001770.jpg

ତେଲ ପ୍ୟାକେଟ୍‌ରେ ଧୋକା: ହାଇକୋର୍ଟ ଯିବ ଓଡ଼ିଶା ବ୍ୟବସାୟୀ ମହାସଂଘ, ୯୧୦ ଗ୍ରାମ୍‌ ବଦଳରେ ୮୫୦ ରୁ କମ୍‌ ରହୁଛି l ଖାଇବା ତେଲର ପାଉଚ୍‌ କିଣିବା ବେଳେ ଗ୍ରାହକମାନେ ଯେତିକି ଟଙ୍କା ଗଣୁଛନ୍ତି ତାଙ୍କୁ ସେତିକି ତେଲ ମିଳୁନାହିଁ । ଏକ ଲିଟର ପାଉଚ୍‌ର ଓଜନ ୯୧୦ ଗ୍ରାମ ରହିବା କଥା । ମାତ୍ର ରାଜ୍ୟରେ ବିକ୍ରି ହେଉଥିବା କେତେକ ଖାଇବା ତେଲ ପାଉଚ୍‌ର ଓଜନ ୮୫୦ ଗ୍ରାମରୁ ବି କମ୍ ରହୁଛି। ଏହାକୁ ନେଇ ଓଡ଼ିଶା ବ୍ୟବସାୟୀ ମହାସଂଘ ଚିନ୍ତା ପ୍ରକଟ କରିବା ସହ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଛି।

Sandesh Kumar Sahu's Report
BlackCatNews, Ganjam


Also Read

×