×
Login

ନୀଳଗିରି ର ତୃତୀୟ ଶ୍ରୀକ୍ଷେତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ।.

22 Views 0 Comments | - By Black Cat News - 11 June, 2022

mediafile1654893816.jpeg

ବାଲେଶ୍ଵର ଜିଲ୍ଲା ନୀଳଗିରି ର ତୃତୀୟ ଶ୍ରୀକ୍ଷେତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ତାର କାୟା ବିସ୍ତାର କରିଥିବାରୁ ସବୁ କିଛି ବନ୍ଦ ଥିଲା କିନ୍ତୁ ଏ ବର୍ଷ କରୋନା ମହାମାରୀ ହଟିବା ପରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସମସ୍ତ ଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ରହିଛି ଉକ୍ତ କାର୍ଯ୍ୟକ୍ରମରେ  ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ନୀଳଗିରି ବିଧାୟକ  ଶ୍ରୀଯୁକ୍ତ ସୁକାନ୍ତ ନାୟକ ନୀଳଗିରି ଏନ୍ ଏ ସି ଅଧକ୍ଷା,, ବିଭିନ୍ନ ସଂଗଠନର ସଦସ୍ୟ ଜଗନ୍ନାଥ ଙ୍କ ସେବାୟତ ‌ଓ ପୂଜକ ଗଣମାଧ୍ୟମର କିଛି ପ୍ରତିନିଧି ଓ ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ଙ୍କ ଉପସ୍ଥିତି ରେ ବିଭିନ୍ନ ବିଷୟରେ ପୂର୍ବ ପ୍ରସ୍ତୁତି ଓ ସମିକ୍ଷା ବିଷୟରେ ଆଲୋଚନା କରିଥିଲେ ।

Debasish Dash's Report
BlackCatNews, Balasore


Also Read
Related News


mediafile1656280292.jpeg
ମାଲକାନଗିରି: ଜିଲ୍ଲା ସ୍ତରୀୟ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ।
27 June, 2022
mediafile1656194738.jpeg
ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ।
26 June, 2022
mediafile1655709182.jpg
ଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ।
20 June, 2022
mediafile1655239631.jpg
ମାଲକାନଗିରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାରେ ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ ।
15 June, 2022
mediafile1655076597.jpeg
ମାଲକାନଗିରି: ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।
13 June, 2022
mediafile1654893970.jpeg
ଓଡିଶା ୟୁନିସେଫ ପକ୍ଷରୁ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ ।
11 June, 2022

×