×
Login

ଚାକିରୀ ର ସଦୁପଯୋଗ: ରାସ୍ତା ଅବରୋଧ କରି ଭୋଜି କରୁଛନ୍ତି ସରକାରୀ ବାବୁ ମାନେ ll.

60 Views 0 Comments | - By Black Cat News - 2 March, 2023

mediafile1677778810.jpeg

ସରକାରୀ ଚାକିରୀ ର ସଦୁପଯୋଗ :  ବ୍ରହ୍ମପୁର ଜିଲ୍ଲା ଦୌରା ଜର୍ଜ ଙ୍କର ଅଦାଲତ ସ୍ଥିତ ତଥା କମାପଲ୍ଲୀ ଓବର ବ୍ରିଜ ମୁଖ୍ୟ ରାସ୍ତା କୁ ଅବରୋଧ କରି କିଛି ଦିନ ହେବ ଇରିଗେଶନ କଲୋନୀ ର ସରକାରୀ ବାବୁ ମାନେ କାହା ଆଦେଶ ରେ ପାଳନ କରୁଛନ୍ତି ନିଜର ଘରୋଇ ନୈଷିକ ଭୋଜି ର ଅସାର? କିଏ ଦେଉଛି ଏମିତି ଆୟୋଜନ କରିବାକୁ ଅନୁମତି? ସର୍ବସାଧାରଣ ରାସ୍ତା ପୁଣି ମୁଖ୍ୟ ରାଜରାସ୍ତା ମାଳ ମାଳ ଉଠା ଦୋକାନ ପାଦ ରଖିବାକୁ ଜାଗା ନଥିବା ବେଳେ ଏମିତି ସର୍ବସାଧାରଣ ରାସ୍ତା କୁ ବାରମ୍ବାର ଅବରୋଧ କରି ଆୟୋଜନ କରାହେଉଛି ଭୋଜି.ତାହାର କିଛି ଝଲକ ଦେଖିବାକୁ ଆଜି ମିଳିଛି.ହେଲେ ପ୍ରଶ୍ନ ଉଠୁଛି ନିୟମ କଣ ବାବୁ ମାନଙ୍କ ଲାଗି ଅଲଗା ? ଓ ସାଧାରଣ ଜନତା ପାଇଁ ଅଲଗା ? ଦେଖିବାକୁ ମିଳିଛି l


Sandesh Kumar Sahu's Report
BlackCatNews, Ganjam


Also Read

×