×
Login

କନ୍ଧମାଳ ଜିଲ୍ଲା ବ୍ରାହ୍ମଣପଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାୟ 13ଜଣ ଡାକ୍ତର ନିଯୁକ୍ତି ପାଇଛି।.

61 Views 0 Comments | - By Black Cat News - 30 July, 2022

mediafile1659139645.jpg

ଏହା ସତ୍ୱେ 3ଗୋଟି ଏହାର ପ୍ରାଥମିକ ସ୍ୱାର୍ଥ କେନ୍ଦ୍ର ଥିବା ସତ୍ୱେ କୌଣ ଶି  ଷ୍ଟାଫ ର କାମ କରିବା ମନ ବୃତ୍ତି ର ଅଭାବ ଥିବା ଜଣା ପଡୁଛି | ତାହା ସତ୍ୱେ ଓଡିଶା ସରକାର ବିଭିନ୍ନ ନାରାବାଜି ଦେଉ ଥିବା ସତ୍ୱେ ଶିକ୍ଷା ଓ ସ୍ୱାର୍ଥ୍ୟ ନେଇ କିନ୍ତୁ ବ୍ରାହ୍ମଣ ପାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଷ୍ଟାପ ଏତେ ଅଭାବ ହୋଇଛି ଯେ ଜଣେ ସିକ୍ୟୁରିଟି ଗାର୍ଡ ରୋଗୀ ଙ୍କ ବ୍ଲଡ଼ ପ୍ରେସଉ ଚେକ କରୁଛି | ଯାହା ଦ୍ୱାରା ରୋଗୀ ଜୀବନ ପ୍ରତି ବିପଦ ଥିବା ବୁଦ୍ଧିଜୀବୀ ମହଲ ମତ ଦେଇଛନ୍ତି | କାରଣ ଜଣେ ଡାକ୍ତର ଏହି ସବୁ କାର୍ଯ୍ୟ କରିବା କଥା କିନ୍ତୁ ବ୍ରାହ୍ମଣପାଦ ମେଡିକାଲ ଡାକ୍ତର ଏପରି ଅଭାବ ପଡିଛି ଜଣେ ସିକୁରିଟି ଗାର୍ଡ ରୋଗୀ ର ରୋଗ ନିରାକରଣ କରୁଛି |ଯାହାଫଳରେ ଅଂଚଳ ବାସୀ ଅସନ୍ତୋଷ ମତ ପ୍ରକାଶ କରିଛନ୍ତି।

Sandeep Kumar's Report
BlackCatNews, Kandhamal


Also Read

×