Big Breaking: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୋଲିସ ବେଶରେ ଗୁଳିମାଡ।.
342 Views 0 Comments | - By Black Cat News - 29 January, 2023

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୋଲିସ ବେଶରେ ଗୁଳିମାଡ ସୂଚନା : ଗୁରୁତର ଅବସ୍ଥାରେ ନବ ଦାସ ମେଡିକାଲରେ ଭର୍ତ୍ତି । ବ୍ରଜରାଜନଗରରେ ନବ ଦାସଙ୍କୁ ଗୁଳିମାଡ । ଗାଡିରୁ ଓହ୍ଲାଇବା ବେଳେ ଗୁଳିମାଡ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୋଲିସ ବେଶରେ ଗୁଳିମାଡ କରାଯାଇଥିବା ସୂଚନା । ମନ୍ତ୍ରୀଙ୍କ ଗାଡି ନିକଟରୁ ଗୁଳିମାଡ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ପୋଲିସ ବେଶଧାରୀ ଗୁଳି ମାଡ କରିଛି । ତେବେ ନବ ଦାସଙ୍କ ଛାତିରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଛି ।ପୋଲିସ ଏଏସଆଇ ଗୋପାଳ ଦାସ ଗୁଳି କରିଛନ୍ତି କହିଲେ ବ୍ରଜରାଜନଗର SDPO ।।
Sashmita Mallik's Report
BlackCatNews, Jharsuguda