କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ବୁଲୁଛି ଦନ୍ତା ।.
20 Views 0 Comments | - By Black Cat News - 11 March, 2023

କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ବୁଲୁଛି ଦନ୍ତା । ଗ୍ରାମର ଲୋକ ହୋହାଲ୍ଲା ହେବାରୁ ହାତୀ ଟି ପଳେଇଥିବା ସୂଚନା ମିଳିଛି।
Litun Baral's Report
BlackCatNews, Cuttack