ବାଲେଶ୍ଵର: ରାତି ଅଧରେ ଆସି ସାହାଯ୍ୟ କଲେ ଲାଇନ୍ ମେନ୍। .
20 Views 0 Comments | - By Black Cat News - 22 June, 2022

ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅର୍ନ୍ତଗତ ଚଣ୍ଡିପୁର ଗ୍ରାମ ରେ କାଳ ବୈଶାଖୀ ବର୍ଷା ଓ ଜୋର ରେ ପବନ ଯୋଗୁଁ ବିଭିନ୍ନ ଜାଗାରେ ବହୁ ଲାଇନ୍ ତାର ସବୁ ଛିଡି କି ରାସ୍ତା ଉପରେ ପଡୀଥିଲା ଯିବା ଆସିବା କରିବାପାଇଁ ବହୁ ଅସୁବିଧା ହେଉଥିଲା ଏହା ବୁଲା ଗୋରୁ ଗାଈ ଜୀବନ ପ୍ରତି ବିପଦ ମଧ୍ୟ ଥିଲା ସବୁ ଦେଖି ମଧ୍ୟ କେହି କିଛି କରିପାରିଲେ ନାହିଁ ଖବର ପାଇ ଲାଇନ୍ ମେନ୍ ଶ୍ରୀ ଲିଙ୍ଗରାଜ ଦାଶ ତାଙ୍କ ର କିଛି ପଲା କୁ ନେଇ ଉକ୍ତ ଜାଗା ରେ ପହଞ୍ଚିଥିଲେ ଓ ତାଙ୍କ ସହ ଚଣ୍ଡିପୁର ଗ୍ରାମ ର କିଛି ଯୁବକ ତଥା ଖଗେଶ୍ବର,, କରୁଣା ଭାଇ ,,ବାବୁ ଭାଇ, ମଣ୍ଟୁ ଭାଇ, ଟୁଟୁନ ଭାଇ (ସମାଜ ସେବୀ ଓ ସାମ୍ବାଦିକ) ଦେବାଶିଷ ଦାଶ୍ ସମସ୍ତେ ମିଶି ବହୁ ବାଉଁଶ କୁ ହାଣି ଚଣ୍ଡିପୁର ଗ୍ରାମ କୁ ଲାଇନ୍ ଯୋଗାଇ ଥିଲେ , ଲାଇନ୍ ମେନ୍ ଶ୍ରୀ ଲିଙ୍ଗରାଜ ଦାଶ ଙ୍କ ର ଏହି କାର୍ଯ୍ୟ ପାଇଁ ସାଧାରଣ ରେ ଖୁବ ପ୍ରଶଂସା କରିଯାଉଛି।
Debasish Dash's Report
BlackCatNews, Balasore