ଚାମ୍ପିଅନ ସିପ୍ 12 ଅଗଷ୍ଟ 2023 ରେ କାର୍ମେଲ ସ୍କୁଲ ଛତ୍ରପୁରରେ ଅନୁଷ୍ଠିତ ।।.
162 Views 0 Comments | - By Black Cat News - 20 August, 2023

ରାଜ୍ୟ ସ୍ତରୀୟ ICSE ଟାଏକୋଣ୍ଡୋ ଚାମ୍ପିଅନସିପ୍ 12 ଅଗଷ୍ଟ 2023 ରେ କାର୍ମେଲ ସ୍କୁଲ ଛତ୍ରପୁରରେ ଅନୁଷ୍ଠିତ ହୋଇଯାଇଛି l TAB ବ୍ରହ୍ମପୁର ରୁ ଏହି ଇଭେଣ୍ଟରେ ପାଞ୍ଚ ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ ଏବଂ ବିଭିନ୍ନ ଓଜନ ବର୍ଗରେ ପାଞ୍ଚଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ |ᴛᴀʙ ବ୍ରହ୍ମପୁର ର ଏସ.ଆଦିଶ ପାତ୍ର, ବାଲାଜୀ ପ୍ରସାଦ ପାଢ଼ୀ, କେ.ଶୁଭମ ପାତ୍ର, ଆୟୁଷ୍ମାନ ଦଳାଇ, ଶେଖର ଚୌଦାରୀ ସ୍ଵର୍ଣ ପଦକ ହସଳକରି ନିଜ ବିଦ୍ୟାଳୟ ଏବଂ ପରିବାରକୁ ଗର୍ବିତ କରିଛନ୍ତି l ଏହିସମସ୍ତ ଛାତ୍ର ମାନଙ୍କୁ ଅନୁଷ୍ଠାନର ସମ୍ପାଦକ ତଥା ମୁଖ୍ୟ କୋଚ ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ ଏବଂ ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ମୁନି ସମ୍ବର୍ଦ୍ଧିତ କରିଥିଲେ l
Sandesh Kumar Sahu's Report
BlackCatNews, Ganjam