ବାଲେଶ୍ୱର ଜିଲ୍ଲା ଆଇନିଜୀବି ସଭାପତି ଙ୍କର କୁ ଚକ୍ରାନ୍ତ ଯୋଗୁଁ ପଶିବେ ବିମଳ l.
12 Views 0 Comments | - By Black Cat News - 23 June, 2022

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଜୁରିଆ ପାଟଣା ଗ୍ରାମ ରେ, ଦିବ୍ୟାଙ୍ଗ ପଥର ଶିଳ୍ପୀ ବିମଳ ଦଳେଇ ଙ୍କୁ, ଦଲାଲ ଠିକାଦାର ବାବୁ ଧାଉଁଡିଆ(ଗୟାଧର ଧାଉଁଡ଼ିଆ) ଆଡଭୋକେଟ ଙ୍କର ଅଜବ ପ୍ରଶ୍ନ,ସାର୍ଟିଫିକେଟ କେଶ ଟି ଯେତେବେଳେ ସାର୍ଟିସିଫେଡ଼ ହୋଇ ଦଲାଲ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଁଗଲା, ତେଣୁ ତାର ଆଡଭୋକେଟ ମୋନଜ ନାୟକ ଙ୍କ ଦ୍ୱାରା ହାଇକୋର୍ଟ ରେ ଅପିଲ କରିଥିଲା, ତେଣୁ ହାଇକୋର୍ଟ ଅନୁଯାଇ ଦୁଇ ମାସ ଭିତରେ କେଶ ଡିସ୍ପୋଜ ହେବା କଥା, ପୁଣି district Labour Commision ଙ୍କ ଅନୁଯାଇ,ପୁର୍ନର ବାର ବାବୁ ଧାଉଁଡ଼ିଆ ଉପରେ ଯୋଜମେଂଟ ବାହାର କରାଯାଇ ବିଚାର କରାଯାଉ ଥିବା ବେଳେ, ତାର ଆଡଭୋକେଟ ବର୍ତ୍ତମାନ ବାଲେଶ୍ୱର ଆଇନି ଜୀବି ସଙ୍ଗ ର ସଭାପତି ମନୋଜ ନାୟକ, କେଶ କୁ ଡାଇଭୋଟ କରିବା ଉଦେଶ୍ୟ ନେଇ, ଆଜି District Labour କୋର୍ଟ ରେ ଦିବ୍ୟାଙ୍ଗ ପଥର ଶିଳ୍ପୀ ବିମଳ ଦଳେଇ ଙ୍କୁ, ଅଜବ ପ୍ରଶ୍ନ ପଚାରି ବା ସହ, ସମ୍ପୂରକ୍ତ ଦଲାଲ ଠିକାଦାର କାଡ଼େ ବିମଳ କୁ ଜାଣି ନାହାଁନ୍ତି, ସେ ତାକୁ କାମରେ ନିୟଜିତ କରିନାହଁନ୍ତି, ଏସବୁ ମିଛ କହି ଷ୍ଟେଟମେଟ ପେପର ମୋନଜ ନାୟକ ନିଜେ କୋର୍ଟ ରେ ଦାଖଲ କରି, ସବୁ କିଛି ଉଲଟ ପାଲଟବ କରିଦେବା କୁ ବସିଛନ୍ତି, ସେପଟେ ବିମଳ କୁ ସିଧା ସଳଖ ମୋନଜ ନାୟକ କହିଛନ୍ତି,ସେ ତା ପାଖରେ ପଇସା ଖାଇ ଛନ୍ତି, ତା ସପୋକ୍ଷ୍ୟ ରେ ଲୋଡିବେ, ଏବଂ ବିମଳ ଅକ୍ଷମ ସେ ତା ବାପା, ମା ଙ୍କ ଉପରେ ନିର୍ଭର କରେ ବୋଲି ସେ ମିଛ ଦାର୍ଶାଇ ଛନ୍ତି, ଏବଂ ତାଙ୍କ ଭିନ୍ନକ୍ଷମ ପ୍ରଣାମ ପତ୍ର ମିଛ କହି କୋର୍ଟ କୁ ଚକମା ଦେଇ ଭୁଆଁ ବୁଲାଉ ଥିବା ସହ, ଜଣେ ଆଇନି ଜୀବି ଙ୍କର ଧଳା କୁ କଳା କରିବା, କଳା କୁ ଧଳା କରିବା, ଅତି ଦୟନୀୟ ଅବସ୍ଥା ରେ ଜୀବନ ବିତାଉ ଥିବା ଦିବ୍ୟାଙ୍ଗ ପଥର ଶିଳ୍ପୀ, ବିମଳ ଦଳେଇ ଙ୍କୁ ଏହିପରି ପ୍ରଶ୍ନ କରି, କଂପେନସେସନ କେଶ କୁ ମିଛ ଷ୍ଟେଷ୍ଟମେଣ୍ଟ ଦେଇ ବର୍ଷ ବର୍ଷ ଗଡେଇ ଦଲାଲ ମାନଂକୁ ଆଶ୍ରୟ ଦେଉଛନ୍ତି, ଯାହା ଦ୍ୱାରା ନିରୀହ ଅସହାୟ ନ୍ୟାୟ ପାଇବା ରୁ ବଞ୍ଚିତ ରହି ଆତ୍ମହତ୍ୟା କରିବାକୁ ବସିଲେଣି, ଅପରପକ୍ଷେ କହିବା କୁ ଗଲେ ଜଣେ ଜିଲ୍ଲା ଆଇନି ଜୀବି ସଙ୍ଗ,ରେ ସଭାପତି ଙ୍କର ଏହିପରି ଆଚରଣ ପାଇଁ ସମଗ୍ର ଆଇନି ଜୀବି ମାନଂକୁ ସାଧାରଣ ରେ ଘୋର ନିନ୍ଦା କରାଯାଇଛି l
Debasish Dash's Report
BlackCatNews, Balasore