ଦୁର୍ନୀତି ଗ୍ରସ୍ତ କିରାଣୀ ର କାରନାମା ।।.
878 Views 1 Comments | - By Black Cat News - 8 September, 2023

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କିରାଣୀ ଦୀର୍ଘ ଦିନ ହେବ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚଳାଇଛନ୍ତି ଏକଛତ୍ର ବାଦ ଶାସନ |ସେ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଇନଚାର୍ଜ କୁ ମୋହିତ କରି ଦୁର୍ବଳ କର୍ମଚାରୀ ଉପରେ ଚଳନ୍ତି ଘୋର ଅତ୍ୟାଚାର |ସେ ନିଜକୁ ସାଦାମ ହୁସେନ ଭାବି ପ୍ରଶାସନ ହେଉ କି କୌଣସି ଉଚ୍ଚ ପଦାଧିକାରୀ କିମ୍ବା ନ୍ୟାୟାଳୟ ସର୍ବଦା ଭୁଲ ତଥ୍ୟ ଦେଇଥାନ୍ତି |ଏସବୁ ଗିରିଶ ପ୍ରଧାନ କରିବା ପଛରେ ମାଷ୍ଟର ମାଇଣ୍ଡ ହେଉଛନ୍ତି ଜଣେ ବାହାର ବ୍ୟକ୍ତି ମାନସ ପ୍ରଧାନ |ତାଙ୍କ ଇସାରା ରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି |କିନ୍ତୁ ଇନଚାର୍ଜ ଏସବୁ ତଦନ୍ତ ନ କରି କିପରି ଚୁପ ହୋଇ ବସିଛନ୍ତି |
ଆଜି ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲତା ନାୟକ ଙ୍କୁ ଗୋଟିଏ ପାଗଳ ସଜେଇ ଦେବାରେ କିରାଣୀ ଗିରଷ ପ୍ରଧାନ ଙ୍କ ମୁଖ୍ୟ ଭୂମିକା |ସେ ସଦା ସର୍ବଦା ଲାଞ୍ଚ ଟଙ୍କା ପ୍ରତି ଲାଳୟତ ରୁହନ୍ତି |ଯେତେବେଳେ ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲତା ନାୟକ ଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଦେଲା 2013ଏପ୍ରିଲ ମାସ ରେ କନ୍ଧମାଳ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରଗ୍ରାମ କୁ ବଦଳି ପାଇଁ ଅବଗତ କରିଥିଲେ |କିନ୍ତୁ CDMO କୌଣସି କର୍ଣ୍ଣ ପାତ କରି ନ ଥିଲେ |ବରଂ ଏମାନଙ୍କ ନିର୍ଯାତନା ସହି ଦୁଃଖ କଷ୍ଟ ସମ୍ଭାଳି କଷ୍ଟ ରେ ପଡି ରହି ଥିଲେ |କିନ୍ତୁ କରାଣୀ ଗିରିଶ ପ୍ରଧାନ ପ୍ରତି ଦିନ କିଛି ନା କିଛି ଜୁଲୁମ ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲତା ନାୟକ ଙ୍କ ଉପରେ ନିଅନ୍ତି |
ଏହି କିରାଣୀ ଜଣକସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲତା ନାୟକ ଙ୍କ ପ୍ରତି ଶୋଧ ପରାୟଣ ହେବା ପଛରେ କାରଣ କଣ ଅସ୍ପଷ୍ଟ |କେବଳ ଲାଞ୍ଚ ବ୍ୟତୀତ ଅନ୍ୟ କିଛି ନୁହଁ |ବର୍ତମାନ ବିଦ୍ୟୁତ ଲାତ ନାୟକ ଙ୍କ ଗତ ଅପ୍ରିଲ ମାସ ଦରମା ଅପେକ୍ଷା କେଇଁ କାରଣ ହେତୁ ଅଗଷ୍ଟ ମାସ ରେ ଦରମା କମ ହୁଏ |ବୋଧେ ଏହି କିରାଣୀ ହିସାବ ଜାଣି ନାହାନ୍ତି ନା କୌଣସି ବ୍ୟକ୍ତିଗତ କାରଣ ରୁ ଏହା କରାଯାଉଛି ତାହା ମଧ୍ୟ ଅସ୍ପଷ୍ଟ |ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲତା ନାୟକ ଙ୍କ କେତେବେଳେ Basic ଦରମା କମ ତ କେତେବେଳେ DA କମ କରି ଦିଅନ୍ତି |କିରାଣୀ ଗିରିଶ ପ୍ରଧାନ ଗୋଟିଏ କାଠ କଣ୍ଡେଇ ପରି ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲତା ନାୟକ ଙ୍କୁ ନଚେଇ ଥାନ୍ତି |
ଦୁର୍ନୀତି ଗ୍ରସ୍ତ କିରାଣୀଏବଂ ମାନସ ପ୍ରଧାନ କିପରି ବିଦ୍ୟୁତ ଲାତ ନାୟକ ଙ୍କୁ ହଇରାଣ କରାଯିବ ସର୍ବଦା ଯୋଜନା ପ୍ରସ୍ତୁତ କରନ୍ତି |ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲାତ ନାୟକ ଙ୍କ 2019ପରେ କୌଣସି increment ମଧ୍ୟ କରି ନାହାନ୍ତି |ପୁଣି 7th pay ର ଯେଉଁ 40%ମଧ୍ୟ ଜାଣି ଶୁଣି କମ ଦେଇଛନ୍ତି ଏହି କିରାଣୀ ଜଣକ | ଶେଷରେ ଚିଠି ନମ୍ବର 585/Date. 31.07.2019 ବିଦ୍ୟୁତ ଲତା ନାୟକ ଙ୍କୁ ଚାକିରୀ ରୁ ନିଲମ୍ବନ କରି ପୁଣି ଥରେ କିପରି 2020ଫେବୃଆରୀ ମାସ ରେ ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲତା ନାୟକ ଙ୍କୁ ରିଲିଭ କରିଛନ୍ତି | 2019ମସିହା ଜୁଲାଇ ମାସ 31ତାରିଖ ଠାରୁ 2020ମସିହା ଫେବୃଆରୀ 11ତାରିଖ ପର୍ଯ୍ୟନ୍ତ କିପରି ଏବଂ କାହା ନିର୍ଦେଶ ରେ ଏବଂ କିପରି ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲତା ନାୟକ ଙ୍କ ଦରମା କିଏ ଦେବ ନା No work No pay କରିଦେଉଛି ଏହି କିରାଣୀ ତାହା ବୁଦ୍ଧିଜୀବି ମହଲ ରେ ପ୍ରଶ୍ନ ଉଙ୍କି ମରିଲାଣି |ବର୍ତମାନ ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲତା ନାୟକ ଙ୍କ ସ୍ୱାମୀ ଶ୍ରୀ ଦୀପକ କୁମାର ହଂସ ଏହି ମାସଜିଲ୍ଲା ପାଳ ଗ୍ରୀଭେନ୍ସ କୁ ଯାଇ ତାଙ୍କ ସ୍ତ୍ରୀ ର ସମ୍ପୂର୍ଣ ରେଗୁଲାର କରାଯାଉ ବୋଲି ଅପିଲ କରିଛନ୍ତି |
ଏବଂ ଯେତେବେଳେ କନ୍ଧମାଳ ଜିଲ୍ଲା CDMO ତଦନ୍ତ ପାଇଁ DPHO ଶ୍ରୀମତୀ କଲ୍ୟାଣୀ ମିଶ୍ର ଏବଂ ADPHO ଶ୍ରୀ ବସନ୍ତ ପାତ୍ର ଙ୍କୁ ନିର୍ଦେଶ ଦେଇଥିଲେ ସେତେବେଳେ ମଧ୍ୟ ତାଙ୍କୁ ଏହି ଦୁର୍ନୀତି ଗ୍ରସ୍ତ କିରାଣୀ ଭୁଲ ତଥ୍ୟ ଦେଇଛନ୍ତି | ପୁଣି ଯେତେବେଳେ 2019ଜୁଲାଇ ମାସ ଠାରୁ 2020 ଫେବୃଆରୀମାସ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କର୍ମୀ ଙ୍କ କିପରି ଅନୁପସ୍ଥିତ ରିପୋର୍ଟ ଜିଲ୍ଲା ଆଇନ ବିଭାଗ କୁ ଏହି ଦୁର୍ନୀତି ଗ୍ରସ୍ତ କିରାଣୀ କିପରି ଦେଲେ ତାହା ମୁଖ୍ୟ ପ୍ରଶ୍ନ |ଯେହେତୁ 2019ଜୁଲାଇ ମାସ ରେ ଥରେ ରିଲିଭ ପୁଣି 2020ଫେବୃଆରୀ ମାସ ରେ ଆଉ ଥରେ ରିଲିଭ ଏହା କିପରି ସମ୍ଭବ ହେଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ |ବର୍ତମାନ ବହୁତ ଦିନ ର ବକେୟା ଦରମା ପକାଇ ରଖି ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲତା ନାୟକ ନଚେଇ ଥାନ୍ତି | 2023ମସିହା ଅଗଷ୍ଟ ମାସ ଯେତେବେଳେ Basis ଦରମା 23800ହୁଏ ତାଙ୍କ DA କେତେ ହେବା କଥା | କିନ୍ତ ଏହି ଦୁର୍ନୀତି ଗ୍ରସ୍ତ କିରାଣୀ ଜାଣି ଶୁଣି ତାଙ୍କହଇରାଣ କରୁଛନ୍ତି |ଆଜି ଯଦି ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲତା ନାୟକ ଙ୍କ ପରିବାର ସର୍ବନାଶ ହୋଇଥଏ ସେଥିପାଇଁ ଦାଈ ହେଉଛି ଏହି ଦୁର୍ନୀତି ଗ୍ରସ୍ତ କିରାଣୀ |
Deepak Kumar Hansa's Report
BlackCatNews, Kalahandi