×
Login

ପୂର୍ବତନ ସାଂସଦ ପ୍ରତିନିଧି ଙ୍କ ଦ୍ୱାଦଶାହ ଉପଲକ୍ଷେ ସୃତିଚାରଣ ସଭା ଅନୁଷ୍ଠିତ।.

144 Views 0 Comments | - By Black Cat News - 31 July, 2022

mediafile1659223211.png

ଞ୍ଜାମ ଜିଲ୍ଲାର ବୁଗୁଡା ଏନ.ଏ.ସି. ୱାର୍ଡ ନଂ-୧୧ ଅନ୍ତର୍ଗତ ରଘୁନାଥ ସାହିର ପୂର୍ବତନ କାଉନ୍ସିଲର ସ୍ୱର୍ଗତ ଧୋବା ସ୍ୱାଇଁଙ୍କ ଦ୍ଵାଦଶାହ ଉପଲକ୍ଷେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଯୋଗ ଦେଇ ସ୍ୱର୍ଗତ ଧୋବା ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତିl ଏହି କାର୍ଯ୍ୟକ୍ରମ ରେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଏନଏସି ଉପାଧ୍ୟକ୍ଷ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ବ୍ଲକ ଅଧ୍ୟକ୍ଷ ପ୍ରତିନିଧି -କେ ନୀଳମାଧବ ଆଚାରି,ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବ୍ଲକ ସଭାପତି ମଦନ ଗୋପାଳ ଦୋରା, ବୁଗୁଡା ନଗର ସଭାପତି କେ ତ୍ରିଲୋଚନ ଦୋରା, କବିସୂର୍ଯ୍ୟ ନଗର ବ୍ଲକ ସଭାପତି, କବିସୂର୍ଯ୍ୟନଗର ପଞ୍ଚାୟତ ସଭାପତି ପ୍ରତିନିଧି,ଙ୍କ ସମେତ ବୁଗୁଡା ଅଞ୍ଚଳର ବାହୁ ମାନ୍ୟଗଣ ବ୍ୟକ୍ତି ସହିତ ବିଜୁ ଜନତା ଦଳର ସମସ୍ତ ନେତା ଓ କର୍ମୀ ଉପସ୍ଥିତ ରହି ଏହି ସ୍ଵତୀଚାରଣ ସଭା ଅନୁଷ୍ଠିତ ହୋଇଥିଲା।

Sunil Kumar Dash's Report
BlackCatNews, Ganjam


Also Read

×