ବ୍ରହ୍ମପୁର ସାଇ ରାମ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ I.
142 Views 0 Comments | - By Black Cat News - 5 February, 2023

ବ୍ରହ୍ମପୁର ସାଇ ରାମ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ I ବ୍ରହ୍ମପୁର ସାଇ ରାମ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ l ପୁରୁଣା ବ୍ରହ୍ମପୁରସ୍ଥିତ ସାଇ ରାମ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି!ଅବସରପ୍ରାପ୍ତ ଆଇ ଆଇ ସି ବ୍ୟାଙ୍କ ର ସିନିଅର ମ୍ୟାନେଜେର ରଞ୍ଜନ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ନୈତିକ ଶିକ୍ଷା ବିଷୟରେ ମାର୍ଗଦର୍ଶନ କରିଥିଲେ!
ମୁଖ୍ୟ ଅତିଥିଭାବେ ଭାରତୀୟ ସାମ୍ବାଦିକ ସଂଘ ପରିଷଦର ସଦସ୍ୟ ଓ ବିପ୍ଲବୀ ପରିକ୍ରମା ର ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀ ମନୋଜ କୁମାର ପାଢ଼ୀ ଓ ନିତ୍ୟାନନ୍ଦ ବୈଦ ଯୋଗଦେଇଥିଲେ!ବିଭିନ୍ନ ପ୍ରତିଯୋଗିତା ରେ ସଫଳ କୃତି ଶିଶୁମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯଇଥିଲା!
କୁନି କୁନି ଶିଶୁ ମାନଙ୍କ ସାସ୍କୃ ତିକ କାର୍ଯ୍ୟକ୍ରମ ଅତିଥି ଓ ଅଭିଭାବକ ମାନଂକୁ ମନୋରଞ୍ଜନ କରିଥିଲା!ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ଅଶ୍ୱିନୀ କୁମାର ଦାସ ଙ୍କ ପ୍ରତେକ୍ଷ ତତ୍ୱାଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା!ବିଦ୍ୟାଳୟ ର ଆଚର୍ଯା ଲାଲୀ ସିଂ ଅତିଥି ପରିଚୟ କରିଥିବା ବେଳେ ଶିବାନୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ!ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ
Sandesh Kumar Sahu's Report
BlackCatNews, Ganjam