×
Login

ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକର ଭୁର୍ଲାଡିହିରେ ଦ୍ବିଦିବସୀୟ ଫୁଟବଲ ଟୂର୍ଣ୍ଣାମେଣ୍ଟ ।.

141 Views 0 Comments | - By Black Cat News - 23 October, 2021

mediafile1634827595.jpg



ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ଅର୍ଡା ପଞ୍ଚାୟତ ଭୁର୍ଲାଡିହି ଗ୍ରାମରେ ଦ୍ବିଦିବସୀୟ ଫୁଟବଲ ଟୂର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ କୋଲାବିରା ଓ ବାଲିଯୋରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶେଷରେ ବାଲିଯୋରୀ ଦଳ ୧-୦ ଗୋଳରେ ବିଜୟୀ ହୋଇଥିଲେ ।ଏହି ଟୂର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଜଗନ୍ନାଥ ଜେନା , ସ୍ଥାନୀୟ ସରପଞ୍ଚଟ ଅଶ୍ୱିନୀ ଦଣ୍ଡପାଟ , ମଳୟ ସାହୁ , ଗୋବର୍ଦ୍ଧନ ବେହେରା ପ୍ରମୁଖ ସହ ମିଳନ ସା , କିଶୋର ସା , ଭୂବନ ସା , ସୈନ୍ୟ ସା , ପଦ୍ମଲୋଚନ ଭୈଁଷା , ବାସୁ ଭୈଁଷା , ଅମିନ ପ୍ରଧାନ , ପଞ୍ଚାନନ ସା , ନରୋତ୍ତମ ସା , ଜୟକୃଷ୍ଣ ଭୈଁଷା ସହଯୋଗ କରିଥିଲେ ।

DILESWAR BAG's Report
BlackCatNews, Jharsuguda


Also Read
Related News


mediafile1656280292.jpeg
ମାଲକାନଗିରି: ଜିଲ୍ଲା ସ୍ତରୀୟ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ।
27 June, 2022
mediafile1656194738.jpeg
ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ।
26 June, 2022
mediafile1655709182.jpg
ଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ।
20 June, 2022
mediafile1655239631.jpg
ମାଲକାନଗିରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାରେ ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ ।
15 June, 2022
mediafile1655076597.jpeg
ମାଲକାନଗିରି: ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।
13 June, 2022
mediafile1654893970.jpeg
ଓଡିଶା ୟୁନିସେଫ ପକ୍ଷରୁ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ ।
11 June, 2022

×