×
Login

ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକର ଭୁର୍ଲାଡିହିରେ ଦ୍ବିଦିବସୀୟ ଫୁଟବଲ ଟୂର୍ଣ୍ଣାମେଣ୍ଟ ।.

552 Views 0 Comments | - By Black Cat News - 23 October, 2021

mediafile1634827595.jpg



ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ଅର୍ଡା ପଞ୍ଚାୟତ ଭୁର୍ଲାଡିହି ଗ୍ରାମରେ ଦ୍ବିଦିବସୀୟ ଫୁଟବଲ ଟୂର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ କୋଲାବିରା ଓ ବାଲିଯୋରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶେଷରେ ବାଲିଯୋରୀ ଦଳ ୧-୦ ଗୋଳରେ ବିଜୟୀ ହୋଇଥିଲେ ।ଏହି ଟୂର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଜଗନ୍ନାଥ ଜେନା , ସ୍ଥାନୀୟ ସରପଞ୍ଚଟ ଅଶ୍ୱିନୀ ଦଣ୍ଡପାଟ , ମଳୟ ସାହୁ , ଗୋବର୍ଦ୍ଧନ ବେହେରା ପ୍ରମୁଖ ସହ ମିଳନ ସା , କିଶୋର ସା , ଭୂବନ ସା , ସୈନ୍ୟ ସା , ପଦ୍ମଲୋଚନ ଭୈଁଷା , ବାସୁ ଭୈଁଷା , ଅମିନ ପ୍ରଧାନ , ପଞ୍ଚାନନ ସା , ନରୋତ୍ତମ ସା , ଜୟକୃଷ୍ଣ ଭୈଁଷା ସହଯୋଗ କରିଥିଲେ ।

DILESWAR BAG's Report
BlackCatNews, Jharsuguda


Also Read

×