ପଞ୍ଚାୟତ ନିର୍ବାଚନ ଅର୍ଥଙ୍ଗା ଜବାବ୍ ଦେବାକୁ ଉଦ୍ୟମ କରୁଛନ୍ତି। .
140 Views 0 Comments | - By Black Cat News - 29 January, 2022

ଅର୍ଥଙ୍ଗା ପଞ୍ଚାୟତ ରେ ବିଦ୍ୟାଧର କରଣ ଲୋକପ୍ରିୟତା ଆଗରେ ସମସ୍ତ ବିରୋଧି ହତୋତ୍ସାହିତ ହୋଇ ଏକତ୍ରିତ ସୋଇଛନ୍ତି ୩ ଟି ସରପଞ୍ଚ ୩୫ ବର୍ଷ ଶାସନ ମଧ୍ୟରେ ଥିବା ନେତା ଏକତ୍ରିତ ହୋଇ ବିଦ୍ୟାଧର କରଣ ଙ୍କ ସମର୍ଥନ ପ୍ରାର୍ଥୀନୀ - ରଶ୍ମିତା ଦଳାଇ ( ସରପଞ୍ଚ ) ମାଣିକ ମଲିକ ( ସମିତି ସଭ୍ୟା ) ଙ୍କୁ ଗରିବ ଖଟିଖିଆ ଦିନ ମଜୁରିଆ ଓ ଚାଷୀମାନେ , ଛାତ୍ର, ମହିଳା , ବୃଦ୍ଧ ସବୁ ବର୍ଗର ସାଧାରଣ ଭୋଟରଙ୍କ ସମର୍ଥନ ଥିବାରୁ ଅର୍ଥଙ୍ଗା ପଞ୍ଚାୟତ ନିର୍ବାଚନରେ ଏକ ସୁଭ ବାତାବରଣ ସୃଷ୍ଟି ହୋଇଅଛି '
ଯାଜପୁର ଜିଲ୍ଲା ର ଝିଅ ବା ଅର୍ଥଙ୍ଗା ପଞ୍ଚାୟତ ର ବୋହୂ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀନୀ ରଶ୍ମିତା ଦଳାଇ ଓ ମାଣିକ ମଲିକ ଙ୍କୁ ଅର୍ଥଙ୍ଗା ସମର୍ଥନ କରନ୍ତୁ ଆପଣଙ୍କ ସମସ୍ୟା କୁ ଅର୍ଥଙ୍ଗା ପଞ୍ଚାୟତ ବହୁ ଭଲ ଭାବରେ ହୃଦୟଙ୍ଗମ କରି ପାରିବେ. ଆପଣଙ୍କର ଗୋଟିଏ ସମର୍ଥନ ତାଙ୍କୁ ଆଉ ପଦେ ଆଗକୁ ଯିବାକୁ ସାହାସ ଓ ପ୍ରେରଣା ଯୋଗାଇବ ବିକାଶ ପାଇଁ ଗୋଟିଏ ସମର୍ଥନ.... ନିଜ ପଞ୍ଚାୟତ ବୋହୁ ପାଇଁ.. ନିଜ ପଞ୍ଚାୟତ ର ବିକାଶ ପାଇଁ କିଛି କରିବା ର ସମୟ ଆସିଛି !
SATYABRATA SWAIN's Report
BlackCatNews, Jajpur