×
Login

ପଞ୍ଚାୟତ ନିର୍ବାଚନ ଅର୍ଥଙ୍ଗା ଜବାବ୍ ଦେବାକୁ ଉଦ୍ୟମ କରୁଛନ୍ତି। .

140 Views 0 Comments | - By Black Cat News - 29 January, 2022

mediafile1643407516.jpeg

ଅର୍ଥଙ୍ଗା ପଞ୍ଚାୟତ ରେ ବିଦ୍ୟାଧର କରଣ  ଲୋକପ୍ରିୟତା ଆଗରେ ସମସ୍ତ ବିରୋଧି  ହତୋତ୍ସାହିତ ହୋଇ ଏକତ୍ରିତ ସୋଇଛନ୍ତି ୩ ଟି ସରପଞ୍ଚ  ୩୫ ବର୍ଷ ଶାସନ ମଧ୍ୟରେ ଥିବା ନେତା ଏକତ୍ରିତ ହୋଇ  ବିଦ୍ୟାଧର କରଣ ଙ୍କ ସମର୍ଥନ ପ୍ରାର୍ଥୀନୀ  - ରଶ୍ମିତା ଦଳାଇ ( ସରପଞ୍ଚ ) ମାଣିକ ମଲିକ ( ସମିତି ସଭ୍ୟା )    ଙ୍କୁ ଗରିବ ଖଟିଖିଆ ଦିନ ମଜୁରିଆ ଓ ଚାଷୀମାନେ , ଛାତ୍ର, ମହିଳା , ବୃଦ୍ଧ ସବୁ ବର୍ଗର ସାଧାରଣ  ଭୋଟରଙ୍କ  ସମର୍ଥନ  ଥିବାରୁ ଅର୍ଥଙ୍ଗା ପଞ୍ଚାୟତ ନିର୍ବାଚନରେ ଏକ ସୁଭ ବାତାବରଣ ସୃଷ୍ଟି ହୋଇଅଛି '


ଯାଜପୁର ଜିଲ୍ଲା ର ଝିଅ ବା ଅର୍ଥଙ୍ଗା ପଞ୍ଚାୟତ ର ବୋହୂ  ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀନୀ  ରଶ୍ମିତା ଦଳାଇ ଓ ମାଣିକ ମଲିକ ଙ୍କୁ ଅର୍ଥଙ୍ଗା   ସମର୍ଥନ କରନ୍ତୁ ଆପଣଙ୍କ ସମସ୍ୟା କୁ ଅର୍ଥଙ୍ଗା ପଞ୍ଚାୟତ ବହୁ ଭଲ ଭାବରେ ହୃଦୟଙ୍ଗମ କରି ପାରିବେ. ଆପଣଙ୍କର ଗୋଟିଏ ସମର୍ଥନ ତାଙ୍କୁ ଆଉ ପଦେ ଆଗକୁ ଯିବାକୁ ସାହାସ ଓ ପ୍ରେରଣା ଯୋଗାଇବ  ବିକାଶ ପାଇଁ ଗୋଟିଏ ସମର୍ଥନ.... ନିଜ ପଞ୍ଚାୟତ ବୋହୁ ପାଇଁ.. ନିଜ ପଞ୍ଚାୟତ ର ବିକାଶ ପାଇଁ କିଛି କରିବା ର ସମୟ ଆସିଛି ! 

SATYABRATA SWAIN's Report
BlackCatNews, Jajpur


Also Read

×