×
Login

ଔପଦା ବ୍ଲକ, ଶ୍ୟାମସୁନ୍ଦର ପୁର ସମବାୟ ସମିତି ର ଉପସଭାପତି ହେଲେ ସ୍ବପନାରାଣୀ। .

189 Views 0 Comments | - By Black Cat News - 31 July, 2022

mediafile1659261932.png

ସୂଚନା ଅନୁଯାଇ ଔପଦା ବ୍ଲକ, ଶ୍ୟାମସୁନ୍ଦର ପୁର ସମବାୟ ସମିତି ର, ଉପସଭାପତି ଭାବେ ବିଜେଡି ସମର୍ଥିତ ସ୍ୱପ୍ନାରାଣୀ ଦାସ, ନିର୍ଦୋନ୍ଦରେ ହୋଇଛନ୍ତି, ପୂର୍ବରୁ ସଭାପତି ନିର୍ବାଚିତ କରାଯାଇଥିଲା ଆଜି ଉପସଭାପତି ଙ୍କୁ, ସ୍ଥାନୀୟ ସରପଞ୍ଚ, ଓ ବିଜେଡି କର୍ମୀ ସୁଶାନ୍ତ ଦାସ ଙ୍କ ଶହ ସୋସାଇଟି ର ଅନ୍ୟ ସଦସ୍ୟ ଓ ସୋସାଇଟି କର୍ମଚାରୀ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

Debasish Dash's Report
BlackCatNews, Balasore


Also Read

×