×
Login

ବାଲେଶ୍ୱର ଜିଲ୍ଲା: ଯୁବ ବିଜେଡି ତରଫରୁ ସାଧାରଣ ବୈଠକ ଅନୁଷ୍ଠିତ। .

50 Views 0 Comments | - By Black Cat News - 31 July, 2022

mediafile1659262537.png

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ,ଯୁବ ବିଜେଡି ତରଫରୁ ପଞ୍ଚଲିଙ୍ଗେଶ୍ୱର ଠାରେ, ଜିଲ୍ଲା ଯୁବ ସଭାପତି ତାପସ ପରିଡା ଙ୍କ ନିର୍ଦେଶ ରେ,ପଂଚାୟତ ସଭାପତି କପିଳ ସାମଲ ଙ୍କ ନେତୃତ୍ୱ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା, ଏବଂ ଆଗାମୀ ଦିନରେ ଶ୍ୟାମସୁନ୍ଦର ପୁର ଯୁବ ବିଜେଡି, ଅଧିକ ରୁ ଅଧିକ କ୍ରିୟାଶିଳ କରିବା ପାଇଁ, ନୂତନ ଭାବେ ଯୁବ ସଭାପତି ଭଗବାନ ବାରିକ ଙ୍କୁ ମୋନନ୍ୱିତ କରାଯାଇଛି, ତାହା ସହିତ 15 ନମ୍ବର ୱାର୍ଡ ରେ ରମାକାନ୍ତ ମଲିକ,, ଓ 17ନମ୍ବର ୱାର୍ଡ ରେ ସୁରେଶ କୁମାର ବାରିକ ଙ୍କୁ, ଯୁବ ସଭାପତି ରୂପେ,ଦାୟିତ୍ୱ ଦିଆଯାଇଛି, ତେଣୁ ଏହା ଦ୍ୱାରା ତୃଣମୂଳ ସ୍ତରରେ ସଂଗଠନ ମଜୂଭୂତ ହେବା ଶହ,ଆଗାମୀ ଦିନ ମାନଙ୍କ ରେ ବୃକ୍ଷରୋପଣ, ଶହ ରକ୍ତଦାନ ଶିବିର ଓ ସମାଜ କଲ୍ୟାଣ ନିମନ୍ତେ,ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯୁବ ବିଜେଡି ହାତ କୁ ନେଇ କରିବ ବୋଲି, ଜିଲ୍ଲା ଯୁବ ସଭାପତି ଅଭି ଭାଷଣ ମାଧ୍ୟମରେ ସମସ୍ତ ଙ୍କୁ ଜଣାଇଥିଲେ,ତେଣୁ ଉକ୍ତ ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ, ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ଗତିକୃଷ୍ଣ ନନ୍ଦ, ଦୁଇ ନମ୍ବର ଜୋନ ର ପୂର୍ବତନ ଜିଲ୍ଲାପରିଷଧ ଶୁଭେନ୍ଦୁଶେଖର ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ବିସ୍ମୟ ମଲିକ, ଔପଦା ବ୍ଲକ ଯୁବ ସଭାପତି ବିଜୟ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ବିମଳ କୁମାର ଦଳେଇ,ଜିଲ୍ଲାପରିଷଦ ପ୍ରାଥୀନି ଶ୍ରଦ୍ଧାଞ୍ଜଳି ଜେନା, ଶ୍ୟାମସୁନ୍ଦର ପୁର ପଂଚାୟତ ର ବରିଷ୍ଠ ବିଜେଡି କର୍ମୀ ଅଜୟ ମାହାଳିକ, ଲଷ୍ମୀଧର ପଣ୍ଡା, ବାପୁଗୋ ସ୍ୱାମୀ,ଙ୍କ ଶହ ବହୁ ଯୁବ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ, ଏବଂ ଆଗାମୀ ଦିନରେ ଶ୍ୟାମସୁନ୍ଦର ପୁର ଠାରେ, ଯୁବ ବିଜେଡି ତରଫରୁ ଏକ ବିଶାଳ ବୈଠକ ଅନୁଷ୍ଠିତ ହେବ ବୋଲି ପଂଚାୟତ ସଭାପତି ସୂଚନା ଦେଇଛନ୍ତି।

Debasish Dash's Report
BlackCatNews, Balasore

#

Also Read

×