×
Login

ନରସିଂହପୁର ବ୍ଲକ ଅନ୍ତର୍ଗତ ନୁଖାପଡ଼ା ଛକ ନିକଟରେ ଦୁର୍ଘଟଣା ଘଟି ଦୁଇଜଣ ଆହତ।.

40 Views 0 Comments | - By Black Cat News - 11 June, 2022

mediafile1654895224.jpg

କଟକ(୧୦-୦୬-୨୦୨୨) : ଆଜି ସନ୍ଧ୍ୟାରେ ନରସିଂହପୁର ବ୍ଲକ ଅନ୍ତର୍ଗତ ନୁଖାପଡ଼ା ଛକ ନିକଟରେ ଦୁର୍ଘଟଣା ଘଟି ଦୁଇଜଣ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ମାନେ ନରସିଂହପୁର ବ୍ଲକ ଅନ୍ତର୍ଗତ ଅରଖବାଡ଼ି ଗ୍ରାମର ସନାତନ ଦାସ 60 ବର୍ଷ ଏବଂ ରଣସିଂହପୁର ଗ୍ରାମର ଶଙ୍ଖାଳି ମହାଭୋଇ ବୋଲି ଜଣା ପଡ଼ିଛି ସନାତନ ଏବଂ ଶଙ୍ଖାଳି ଏକ ବାଇକ୍ ରେ ଗଣିଆ ରାଜଙ୍ଗ୍ ରୁ ଅରଖବାଡ଼ି ଆସୁଥିବା ସମୟରେ ନୂଖାପଡ଼ା ଛକ ନିକଟରେ ଏକ ଅଜଣା ବାଇକ୍ ଧକ୍କା ଦେଇଥିଲା ଫଳରେ ଉଭୟ ଆହତ ହୋଇଥିଲେ। ସନାତନ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।


Litun Baral's Report
BlackCatNews, Cuttack


Also Read
Related News


mediafile1656280292.jpeg
ମାଲକାନଗିରି: ଜିଲ୍ଲା ସ୍ତରୀୟ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ।
27 June, 2022
mediafile1656194738.jpeg
ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ।
26 June, 2022
mediafile1655709182.jpg
ଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ।
20 June, 2022
mediafile1655239631.jpg
ମାଲକାନଗିରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାରେ ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ ।
15 June, 2022
mediafile1655076597.jpeg
ମାଲକାନଗିରି: ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।
13 June, 2022
mediafile1654893970.jpeg
ଓଡିଶା ୟୁନିସେଫ ପକ୍ଷରୁ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ ।
11 June, 2022

×