ବେକରେ ଗାମୁଛା ଲଗାଇ ନଦୀପଠା ଗଛରେ ଝୁଲୁଥିବା ଅବସ୍ଥାରେ ଯୁବକଙ୍କର ମୃତଦେହ ଉଦ୍ଧାର।.
204 Views 0 Comments | - By Black Cat News - 28 August, 2022

ବାଲିଅନ୍ତା-ଭୁବନେଶ୍ୱର ଉପକଣ୍ଠ ନିକଟସ୍ଥ ବାସୁଆ ଘାଇ ନଦୀ କଡ଼ରୁ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ସକାଳ ସମୟରେ ସ୍ଥାନୀୟ ଜନସାଧାରଣ ନଦୀକୁ ଯିବା ସମୟରେ ଦେଖିଥିଲେ । କିନ୍ତୁ ମୃତ ଯୁବକଙ୍କ ପରିଚୟ ମିଳିପାରୀ ନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି ।
Gagan Bhoi's Report
BlackCatNews, Bhubaneswar