×
Login

ବାଇକ୍ ସୋହ ପୋଲ ତଳକୁ ଖସି ଚାଳକ ମୃତ ।।.

36 Views 0 Comments | - By Black Cat News - 18 March, 2023

mediafile1679081933.jpeg

କନ୍ଧମାଳ ଟିକାବାଲି ବ୍ଲକ ଅଧିନସ୍ଥ କଇଁଝର ଗ୍ରାମପଞ୍ଚାୟତ ଅଧିନରେ ଥିବା ଡକପଦର ଗ୍ରାମର କୌବଲ୍ୟ କହଁର ବୟଷ ୫୮ । ପ୍ରକାଶ ଥାଉକି କୌବଲ୍ୟ ନିଜଗାଁରୁ ବାଇକ୍ ବାହାର ଖରି କଇଁଝର ପଞ୍ଚାୟତକୁ ଚାଉଳ ନେବାପାଇଁ ଆସିବା ସମୟରେ ଡକପଦର  ଗ୍ରାମ ପାଖରେ ଥିବା ପଲ ତଳକୁ  ଖସିପଡି ଥିଲା। ଘଟଣା ସ୍ଥଳରେ କିଛି ଗ୍ରାମର ଲକ ଦେଖିଲା ପରେ ତାଙ୍କ ଭାଇଙ୍କୁ ଡାକି କୌବଲ୍ୟ କୁ ସାଙ୍ଗରେ ଧରି ପ୍ରଥମେ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଅଣାଜାଇଥିଲା । ଡାକ୍ତର ଦେଖିଲା ପରେ କୌବଲ୍ୟ ଙ୍କୁ ମୃତ ଘସଣା କରିଥିଲେ। ଘଟଣା ସ୍ଥଳରେ ଟିକାବାଲି ପଲିସ ପହଞ୍ଚି ଶବକୁ ଜବଦ କରି ଫୁଲବାଣି ମୂଖ୍ୟ ଚିକିତ୍ସା ଳୟକୁ ଶବ ବେବଛେଦ ପାଇଁ ପଠାଜାଇ କେସ ନଂ ୩୩/୨୩ ରୂଜୁକରି ଅଧିକ ତଦନ୍ତ ଚଲାଇଥିବା ସୃଚନା ଦେଇଛନ୍ତି ଥାନାଅଧିକାରିଣୀ କଲ୍ୟାଣୀ ମୟୀ ଷେଣ୍ଢ ।

Ramesh Kumar Panda's Report
BlackCatNews, Ganjam


Also Read

×