×
Login

ଭଦ୍ରକ: ବାରିକ ପୁର ଠାରେ ତେଲ ଥିବା ଟ୍ରକ ନିଆଁ ଲାଗି ଭସ୍ମି୍ଭୁତ। .

20 Views 0 Comments | - By Black Cat News - 23 June, 2022

mediafile1655938778.jpg

ଭଦ୍ରକ :-ବାରିକ୍ ପୁର ବ୍ରିଜ ଉପରେ ଜଳୁ ଥିବା ଗାଡ଼ି ନମ୍ୱର୍ OR09K5973 .ଗାଡ଼ି ପାଣିକୋଇଲି ପଟୁ ଆସୁଥିବା ବେଳେ ବ୍ରିଜ ଉପରେ କୌଣସି କାରଣରୁ ନିଆଁ ଲାଗିଥିବା ବେଳେ ନିଆଁ କୁ ଆୟତ୍ତ କରିବାରେ ସଫଳ ହେଇ ନଥିଲେ ଦମକଳ ବାହିନୀ ।ଭୟଙ୍କର ନିଆଁ ଲାଗିଥିବା ବେଳେ ଗାଡ଼ି ରେ ତେଲ ଥିବା ହେତୁ ଗାଡ଼ି ନିଆଁ କୁ ଆୟତ୍ତ କରା ଯାଇ ପାରିନଥିଲା ।ତେବେ ଘଟଣା ସ୍ଥଳରେ ଡ୍ରାଇଭର ଏବଂ ହେଲ୍ ପର୍ ଙ୍କ ପତା ମିଳୁ ନଥିବା ବେଳେ ଆସା ଆଶଙ୍କାରେ ସ୍ଥାନୀୟ ଲୋକ ।ତେବେ ଘଟଣା ସ୍ଥଳରେ ଜାତୀୟ ରାଜପଥ ୨ ଘଣ୍ଟା ରାସ୍ତା ଯାମ ହେଉଥିବା ବେଳେ ଧାମନଗର ପୋଲିସ ଆସି ଗାଡ଼ି କୁ ରାସ୍ତାରୁ ଧୀରେ ଧୀରେ ଛାଡ଼ି ଥିଲେ ।

Punil Kumar Samanta's Report
BlackCatNews, Bhadrak


Also Read
Related News


mediafile1656280292.jpeg
ମାଲକାନଗିରି: ଜିଲ୍ଲା ସ୍ତରୀୟ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ।
27 June, 2022
mediafile1656194738.jpeg
ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ।
26 June, 2022
mediafile1655709182.jpg
ଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ।
20 June, 2022
mediafile1655239631.jpg
ମାଲକାନଗିରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାରେ ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ ।
15 June, 2022
mediafile1655076597.jpeg
ମାଲକାନଗିରି: ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।
13 June, 2022
mediafile1654893970.jpeg
ଓଡିଶା ୟୁନିସେଫ ପକ୍ଷରୁ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ ।
11 June, 2022

×