ଭଦ୍ରକ: ବାରିକ ପୁର ଠାରେ ତେଲ ଥିବା ଟ୍ରକ ନିଆଁ ଲାଗି ଭସ୍ମି୍ଭୁତ। .
20 Views 0 Comments | - By Black Cat News - 23 June, 2022

ଭଦ୍ରକ :-ବାରିକ୍ ପୁର ବ୍ରିଜ ଉପରେ ଜଳୁ ଥିବା ଗାଡ଼ି ନମ୍ୱର୍ OR09K5973 .ଗାଡ଼ି ପାଣିକୋଇଲି ପଟୁ ଆସୁଥିବା ବେଳେ ବ୍ରିଜ ଉପରେ କୌଣସି କାରଣରୁ ନିଆଁ ଲାଗିଥିବା ବେଳେ ନିଆଁ କୁ ଆୟତ୍ତ କରିବାରେ ସଫଳ ହେଇ ନଥିଲେ ଦମକଳ ବାହିନୀ ।ଭୟଙ୍କର ନିଆଁ ଲାଗିଥିବା ବେଳେ ଗାଡ଼ି ରେ ତେଲ ଥିବା ହେତୁ ଗାଡ଼ି ନିଆଁ କୁ ଆୟତ୍ତ କରା ଯାଇ ପାରିନଥିଲା ।ତେବେ ଘଟଣା ସ୍ଥଳରେ ଡ୍ରାଇଭର ଏବଂ ହେଲ୍ ପର୍ ଙ୍କ ପତା ମିଳୁ ନଥିବା ବେଳେ ଆସା ଆଶଙ୍କାରେ ସ୍ଥାନୀୟ ଲୋକ ।ତେବେ ଘଟଣା ସ୍ଥଳରେ ଜାତୀୟ ରାଜପଥ ୨ ଘଣ୍ଟା ରାସ୍ତା ଯାମ ହେଉଥିବା ବେଳେ ଧାମନଗର ପୋଲିସ ଆସି ଗାଡ଼ି କୁ ରାସ୍ତାରୁ ଧୀରେ ଧୀରେ ଛାଡ଼ି ଥିଲେ ।
Punil Kumar Samanta's Report
BlackCatNews, Bhadrak