ନରସିଂହପୁର ର କିଛି ଗ୍ରାମବାସୀ ପାଖ ଜଙ୍ଗଲରେ ଏକ ଦନ୍ତା ହାଥୀ ଗୁଳି ବଦ୍ଧ l.
30 Views 0 Comments | - By Black Cat News - 8 June, 2022

ନରସିଂହପୁର ର କିଛି ଗ୍ରାମବାସୀ ପାଖ ଜଙ୍ଗଲରେ ଏକ ଦନ୍ତା ହାଥୀ ଗୁଳି ବଦ୍ଧ ହୋଇ ଯନ୍ତ୍ରଣା ପାଉଥିବା ଦେଖିଥିଲେ l ଫରେଷ୍ଟ ଵାଲା ମଧ୍ୟ ଅବଗତ ହୋଇଛନ୍ତି l ଭେଟରନାରୀ ଡାକ୍ତର ଆଶୁ ଚିକିତ୍ସା କରିଛନ୍ତି କିନ୍ତୁ ବିଶେଷଜ୍ଞ ଙ୍କ ଆବଶ୍ୟକତା ଅଛି l
Litun Baral's Report
BlackCatNews, Cuttack