×
Login

କୌଣସି ଝିଅ ଦେହଜିବୀ ହୋଇ ଜନ୍ମ ନିଅନ୍ତି ନାହିଁ ଯେଉଁ ପୁରୁଷ ଦେହଜିବୀଙ୍କୁ ଘୃଣା କରେ,.

972 Views 0 Comments | - By Black Cat News - 14 September, 2021

mediafile1631633475.jpg

କୌଣସି ଝିଅ ଦେହଜିବୀ ହୋଇ ଜନ୍ମ ନିଅନ୍ତି ନାହିଁ... ଯେଉଁ ପୁରୁଷ ଦେହଜିବୀଙ୍କୁ ଘୃଣା କରେ, ସେଇ ପୁରୁଷ ରାତି ଅଧରେ ଦେହଜିବିର ଛାତିକୁ କୁଣ୍ଢେଇ ଧରେ, ଯେଉଁ ପୁଅମାନେ ପ୍ରେମରେ ଧୋକା ଖାଇ ଝିଅ ମାନଙ୍କୁ ଗାଳି କରେ,, କିଛି ଦିନ ପରେ ସେଇ ପୁଅଟି ଆଉଥରେ ପ୍ରେମରେ ପଡେ,ଚଳଚିତ୍ରର ସବୁଠାରୁ ଭଦ୍ର ଝିଅଟିର ବି ଦୁଇ ଦିନ ପରେ ଖରାପ ଭିଡ଼ିଓ ଭାଇରାଲ ହୁଏ, ରାସ୍ତାରେ ଥିବା ପାଗଳୀଟିର ପେଟରେ ସନ୍ତାନ ଆସେ,, ମାଙ୍କ ଗେହ୍ଲା ପୁଅଟି ବି ପ୍ରେମ ନିଶାରେ ପଡିଯାଏ,, ବାପା ମାଙ୍କ ଟିକିଏ କଥାରେ ଭୟରେ କାନ୍ଦି ପକେଇ ଥିବା ଝିଅଟି ରାତି ଅଧରେ ଲୁଚି ଆମ୍ବ ତୋଟାକୁ ଯାଏ, ୧୬ ବର୍ଷର ପୁଅଟି କୂହେ ତତେ ଛାଡ଼ି ରହିପାରିବିନି, ୧୫ ବର୍ଷର ଝିଅଟି ସ୍ଟ୍ୟାଟସ ଦେଇ ଅତିତକୁ ଭୁଲିଯିବାକୁ ଚାହେଁ,ପ୍ରତିଦିନ ଜଣେ ନା ଜଣେ ଧର୍ଷଣର ଶିକାର ହୋଇ କାନ୍ଦୁଥାଏ, ଆଉ କେହି ଲାଜ ଭୁଲି ଦେହର ଭୋକ ମେଣ୍ଟଉ ଥାଏ,କାହାକୁ ଦୋଷ ଦେବି ଦିନ ଶେଷରେ ଏମାନଙ୍କୁ ନେଇ ଆମ ସଂସାର, ନାରୀ ଛଲନାମୟୀ, ନାରୀ ବେଇମାନି,ପୁରୁଷ ସ୍ବାର୍ଥପର,, ପୁରୁଷ ବିଶ୍ୱାସ ଘାତକ, ଅନ୍ୟ କାହାର ଭଉଣି ମାଲ,ନିଜର ଭଉଣି ଘରର ଲକ୍ଷ୍ମୀ, ଅନ୍ୟ କାହାର ଭାଇ ଚୋର,ନିଜର ଭାଇ ପୁରା ଭଦ୍ର, ମଣିଷ ଜାତି ହିଁ ପାଗଳ, ଏମିତି ଭାବନାକୁ ବଦଳାନ୍ତୁ, ଜୀବନ ବଦଳି ଯିବ !!

SATYABRATA SWAIN's Report
BlackCatNews, Jajpur


Also Read

×