ମେଡିକାଲ ସୁରକ୍ଷା କର୍ମଚାରୀ ମାନଙ୍କର ଏରିଅର ଟଙ୍କା ସ୍ଥଗିତ.
323 Views 0 Comments | - By Black Cat News - 12 November, 2023

ବ୍ରହ୍ମପୁର mkcg ମେଡିକାଲ ହସ୍ପିଟାଲ ଗତ 2008 ମସିହା ଏପ୍ରିଲ ମାସ ଏକ ତାରିଖ 2020 ଡିସେମ୍ବର ଏକ୍ତିରୀଶ ତାରିଖ ପର୍ଯ୍ୟନ୍ତ ଏହି 12 ବର୍ଷ କାର୍ଯ୍ୟରତ ଭାବେ ଗଂଜାମ ମେଇନ ପାୱାର ସିକ୍ୟୁରୁଟି ସର୍ଭିସ ଚାଲି ଆସୁଥିଲା l ଓ ଏହି ଦୁଇ ବର୍ଷ କୋଭିଡି ସମୟ ରେ ସିକ୍ୟୁରୁଟି କର୍ମଚାରୀ ମାନେ ଜୀବନକୁ ପାଣି ଛଡାଇ ଡ଼ିଉଟି ଲିଭାଇଥିଲେ l ଓଡିଶା ସରକାରଙ୍କ ଠାରୁ ଏରିଅର ଟଙ୍କା ଆସିବାକୁ ଥିବା ସେକ୍ୟୁରିଟି କର୍ମଚାରୀ ମାନଙ୍କର ଗତ ଦୁଇ ବର୍ଷ 2018 ନଭେମ୍ବର ମାସ ଏକ ତାରିଖ ଠାରୁ 2020 ଡିସେମ୍ବର ଏକତିରିଶି ତାରିଖ ଏହି ଦୁଇ ବର୍ଷ କାର୍ଯ୍ୟରତ କରୁଥିବା ଗଂଜାମ ମେଇନ ପାୱାର ସେକୁରିଟି କର୍ମଚାରୀ ମାନଙ୍କର mkcg ମେଡିକାଲ କଲେଜ ରୁ ଆସିବାକୁ ଥିବା ଏରିଅର ଟଙ୍କା ସ୍ଥଗିତ ହୋଇଯାଇଛି l ନା ମିଳୁଛି ଏରିଅର ଟଙ୍କା ନା ବୁଝୁଛନ୍ତି କର୍ମଚାରୀ ମାନଙ୍କର ଦୁଃଖ, ଏହାର ଅଭିଯୋଗ କର୍ମଚାରୀ ମାନେ ଗଞ୍ଜାମ ସିକୁରିଟି ମେଇନ ପାୱାର ସିକ୍ୟୁରିଟି ସର୍ଭିସ ବାରମ୍ବାର ଅଫିସ କୁ ଯାଇ ବୁଝା ସୁଝା କରିବା ପରେ ଅଫିସ ର ମେନେଜିଙ୍ଗ ଡ଼ାଈରକ୍ଟର ଟୁନା ପାଣିଗ୍ରାହୀ କର୍ମଚାରୀ ମାନଙ୍କୁ ଦର୍ଶାଇଥିଲେ ଜେ, ମୋ ପାଖକୁ ଏରିଅର ଟଙ୍କା ଆସିନି ସବୁ mkcg ମେଡିକାଲ ପାଖରେ ଅଛି ବୋଲି ଜଣାଇଥିଲେ l ବର୍ତ୍ତମାନ ଦେଖିବାକୁ ବାକି ରହିଲା Mkcg ମେଡିକାଲ କର୍ତ୍ତୃପକ୍ଷ ଏ ସମସ୍ୟା ର ସମାଧାନ କେବେ ଦୂର କରିବେ l
Sandesh Kumar Sahu's Report
BlackCatNews, Ganjam