×
Login

ଅଭିନେତ୍ରୀ ପ୍ରକୃତି ମିଶ୍ର,ମାଆ କ୍ରିଷ୍ଣା ମିଶ୍ରଙ୍କ ସହ ମୁମ୍ବାଇ ଗଲେ।.

1126 Views 1 Comments | - By Black Cat News - 1 August, 2022

mediafile1659344948.jpg

ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର।ମାଆ କ୍ରିଷ୍ଣା ମିଶ୍ରଙ୍କ ସହ ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି। ପ୍ରକୃତି ମୁମ୍ବାଇ ଯିବା ନେଇ ବାପା ମନ୍ମଥ ମିଶ୍ର ଙ୍କ ସୂଚନା।


ଷ୍ଟାର କଳି ବାବଦରେ ପ୍ରତିକ୍ରିୟା ରଖିଲେ ମନ୍ମଥ ମିଶ୍ର।କର୍ମକ୍ଷେତ୍ରରେ ଯୋଗ ଦେବାକୁ ମୁମ୍ବାଇ ଗଲା ପ୍ରକୃତି।ପ୍ରକୃତି ନିଜ ସ୍ୱପ୍ନ କ୍ଷେତ୍ରକୁ ଫେରିଥିବାରୁ ମୁଁ ବହୁତ ଖୁସି।ଏ ବିବାଦ ହେବାର ନଥିଲା, ଘର ଭିତରେ ସମାଧାନ ହେବା କଥା । ପୂର୍ବରୁ ବାବୁସାନଙ୍କ ପରିବାର ମୋ ଘରକୁ ଆସିଥିଲେ, ମୁଁ ପ୍ରତିଶ୍ରୁତି ଦେଇଥିଲି।ପ୍ରକୃତିକୁ ସଚେତନ କରାଇଥିଲି, ବାବୁସାନ ସହ କଥା ହୋଇଥିଲି।



SWADHIN MOHAN MOHAPATRA's Report
BlackCatNews, Cuttack

#

Also Read

×