ଖଡ଼ିଆଳ ସହର ରେ ଅବସ୍ଥିତ ପ୍ରାଚୀନ ମନ୍ଦିର ସାନ ଦଧିବାମନ ମନ୍ଦିର ନୂତନ ଟ୍ରଷ୍ଟ ଗଠିତ। .
43 Views 0 Comments | - By Black Cat News - 20 June, 2022

ତା 19.6.2022 ତାରିଖ ସନ୍ଧ୍ୟାରେ ଖଡ଼ିଆଳ ଓ୍ବାଡ ନମ୍ବର10 ରେ ଅବସ୍ଥିତ ସାନ ଦଧିବାମନ ମନ୍ଦିର ର ରେ ମନ୍ଦିର ର ନୂତନ ଟ୍ରଷ୍ଟ କମିଟି ଗଠନ କରାଯାଇଛି। ଆଗକୁ ରଥଯାତ୍ରା ଥିବାରୁ କିପରି ଆଡମ୍ବର ଭାବେ ରଥଯାତ୍ରା ହେବ ଓ ମନ୍ଦିର ର କିଛିବି ସମସ୍ୟା ହେଲେ ତାର କିଭଳି ସମାଧାନ ହୋଇପାରିବ , ମନ୍ଦିର କିପରି ସୁଚାରୁ ରୂପେ ଚାଲିବ ସବୁ ବିଷୟରେ ଆଲୋଚନା କରିଥିଲେ।ଓ ପ୍ରଦିପ କୁମାର ମିଶ୍ର କୁ ସଭାପତି ଦାୟିତ୍ୱ ଦିଆଯାଇଛି,ସୈଳେଦ୍ର ମୋହନ ପାଣିଗ୍ରାହୀ ଉପସଭାପତି, ଚନ୍ଦନ କୁମାର ସାହୁ ସମ୍ପାଦକ,ଖୁସିରାମ ଭୋଇ ଉପସମ୍ପାଦକ,ନିର୍ମଳ ଦଣ୍ଡ ସେନା କୋଷାଧ୍ୟକ୍ଷ,ଉପକୋଷାଧ୍ୟକ୍ଷ ବସିଂ ଧରି ଆଚାର୍ଯ୍ୟ,ଓ ଟ୍ରଷ୍ଟ ର ମେମ୍ବର ଭାବେ ମାନସ ରଞନ ସାହୁ, ଚିନ୍ତା ଭୋଇ, ହରେକୃଷ୍ଣ ଶବର, ଆହ୍ବାନ ଯୋଶି, ରବିକାନ୍ତ ଠେଲା, ନୂତନ କମିଟି ରେ ରହିଛନ୍ତି। ସଭାରେ ନିଳମଣି ଭୋଇ, ସୁମିତ ସାହୁ, ଉପସ୍ଥିତ ଥିଲେ, ମାର୍ଗଦର୍ଶକ ଭାବେ , ପୂର୍ଣ୍ଣଚନ୍ଦ୍ର ସାହୁ,ଆସୁତୋସ ଯୋହି, ବିଦ୍ୟୁତ୍ ମୁଣ୍ଡ, ଅରବିନ୍ଦ ଯୋଶି,ଯଜ୍ଞେଶ ମହାଉତି , ମାର୍ଗଦର୍ଶନ କରାଇଥିଲେ।
Chandan Kumar Sahu's Report
BlackCatNews, Nuapada