ବାଲେଶ୍ଵର ଜିଲ୍ଲା ଫୁଲାଡୀ ଅଞ୍ଚଳରୁ ୧୦ କିଲୋ ୬୦୦ ଗ୍ରାମ ବ୍ରାଉନ ସୁଗାର ଜବଦ୍ ।.
75 Views 0 Comments | - By Black Cat News - 31 October, 2022

ବାଲେଶ୍ୱର ଫୁଲାଡ଼ି ଅଞ୍ଚଲରୁ ୧୦ କିଲୋ ୬୦୦ ଗ୍ରାମର ବ୍ରାଉନ୍ ସୁଗାର ଜବତ କଲା ସହଦେବଖୁଣ୍ଟା ଥାନା ପୋଲିସ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା । ମଧ୍ୟପ୍ରଦେଶର ଜଣେ କିଙ୍ଗପିନ୍ ସମେତ ୬ ଗିରଫ । ବାହାର ରାଜ୍ୟକୁ ଚାଲାଣ ଯୋଜନା ଥିବା ପୋଲିସର ସୂଚନା । ପ୍ରେସମିଟ୍ରେ ପୂର୍ବାଞ୍ଚଳ ଆଇଜି ଓ ଏସ୍ପିଙ୍କ ସୂଚନା।
Debasish Dash's Report
BlackCatNews, Balasore